Browsing Category
Regional
କୋମାରେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ: ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ – ଦାୟିତ୍ୱଭାର…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ!-->…
ଆରଡ଼ିସ୍ଥ ପ୍ରଗତି ଯୁବକ ସଂଘର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଖଣ୍ଡଳମଣି କ୍ଷେତ୍ର ଚତୁଃପାର୍ଶ୍ୱ ଅଞ୍ଚଳକୁ ସାନିଟାଇଜ…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୪/୦୮: ଭଦ୍ରକ ଜିଲ୍ଲାସ୍ଥ ଆରଡ଼ି ପଞ୍ଚାୟତ ଅଞ୍ଚଳରୁୁ ୩୧ ଜଣ କୋରାନା ପଜେଟିଭ ଚିହ୍ନଟ ପରେ ସଂପୃକ୍ତ ଆରଡ଼ି ପଞ୍ଚାୟତ ଅଞ୍ଚଳକୁ ୭ ଦିନ ପାଇଁ ସଟଡାଉନ କରିବା ସହ ଆଖଣ୍ଡଳମଣି ପୀଠକୁ କଣ୍ଟେନ୍ଟମେଣ୍ଟ ଜୋନ କରାଯାଇଛି । ଏହି ସମୟରେ!-->…
ମହାମାରୀ କଟକଣା ସମୟରେ ଦିବ୍ୟାଙ୍ଗ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କଲେଜକୁ ଆସିବାର ଆବଶ୍ୟକତା ନାହିଁ – ଘରେ ରହି…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ମହାମାରୀ କରୋନା କଟକଣା ସମୟରେ କଲେଜକୁ ଆସିବାକୁ ଦିବ୍ୟାଙ୍ଗ ଅଧ୍ୟାପକଙ୍କୁ କୌଣସି ଆବଶ୍ୟକତା ନାହିଁ। ଏଣିକି ଅନ୍ଲାଇନ୍ରେ ଘରେ ରହି ଦିବ୍ୟାଙ୍ଗ ଅଧ୍ୟାପକ ପାଠପଢ଼ାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର!-->…
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ମନେ ପକାଇବା ସହ ବିଶିଷ୍ଟ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି!-->…
ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI)ଙ୍କ ନିର୍ଦ୍ଦେଶ: ଗାଡ଼ି ବୀମା ନବୀକରଣ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ଭାରତର ଗାଡ଼ି ବୀମା ପ୍ରଦାନକାରୀଙ୍କୁ ଏକ ନୂତନ ସର୍କୁଲାର ଜାରି କରି ପଲିସି ନବୀକରଣ କରିବା ସମୟରେ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଅନିର୍ବାଯ୍ୟ କରିଛନ୍ତି।!-->…
ଆମେରିକାରେ କରୋନାର ଚିକିତ୍ସା ପାଇଁ ନୂଆ ଔଷଧ ଉଦ୍ଭାବନ: ଅଏଣ୍ଟମେଣ୍ଟ ନାକରେ ଲଗାଇଲେ ମରିଯିବ କରୋନା ଭାଇରସ
ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ମହାମାରୀ ସହ ଲଢି ଚାଲିଛନ୍ତି। କାରଣ ହେଉଛି ଏହାର ସଠିକ ଚିକିତ୍ସା କିଛି ନାହିଁ। ତେଣୁ କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ!-->…
ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଥିବା ବାପାଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି, ଯିଏ ନିଜ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫ କିଲୋମିଟର ସାଇକେଲ ଚଳାଇ ଯାଇଥିଲେ। ମହିନ୍ଦ୍ରା ଟ୍ୱିଟ୍ କରି ପିଲାଟିର!-->…
ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଗିରଫ ହେଲେ ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରାଯାଇଛି। ସିଜିଏସଟିର ଦକ୍ଷିଣ ଦିଲ୍ଲୀ କମିଶନର ତାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ ଫାଇନାନ୍ସ!-->…
ଗଣେଶ ଚତୁର୍ଥୀରେ ବାବା ନିତ୍ୟାନନ୍ଦଙ୍କ ଦ୍ଵାରା କୈଳାସର ମୁଦ୍ରା “କୈଳାସିଆନ ଡଲାର” ଉନ୍ମୋଚନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଗତବର୍ଷ ଗଣେଶ ଚତୁର୍ଥୀରେ ଦେଶ ଛାଡି ପଳାୟନ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ କୈଳାସ ମୁଦ୍ରା ଉନ୍ମୋଚନ କରିଛନ୍ତି | ଦେଶ ଛାଡି ପଳାୟନ କରି ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ନିଜର ଏକ ଦେଶ ପ୍ରତିଷ୍ଠା କରିଥିବ ଦାବି!-->…
ଚୀନକୁ ଆଉ ଏକ ବଡ ଅର୍ଥନୈତିକ ଓ ବ୍ୟବସାୟିକ ଧକ୍କା: ଭାରତ ପରେ ଆରବର ‘ସାଉଦୀ ଅରାମକୋ’ ରଦ୍ଦ କଲା ୧୦୦୦ କୋଟି ଡ଼ଲାରର…
ନୂଆଦିଲ୍ଲୀ/ବେଜିଙ୍ଗ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ "ସାଉଦୀ ଅରାମକୋ" ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦୦୦ କୋଟିର ଡ଼ଲାର ନିବେଶ କରିବାର ଯୋଜନା!-->…
