Browsing Category
Regional
ରାଜଧାନୀ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ: ୧୫ କିଲୋ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି)
ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮ : ଗତକାଲି, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ଇସ୍ଲାମିକ ଷ୍ଟେଟ (ଆଇଏସଆଇଏସ) ଆତଙ୍କବାଦୀକୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀକୁ ଗିରଫ କରିବା!-->…
ବୈତରଣୀରେ ପ୍ରଥମ ବନ୍ୟା ଜଳ: ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ !! ଆରଡ଼ି – ମତୋ ରାସ୍ତା ଉପରେ ୩ ଫୁଟର…
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ଆଦି ପଞ୍ଚାୟତ ଅଧିନସ୍ତ ଅନେକ ଅଞ୍ଚଳରେ ଉପର!-->…
ରାଉରକେଲା: ଆଉ ଜଣେ କରୋନା ଯୋଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତ କୋଭିଡ ଯୋଦ୍ଧା ଡାକ୍ତରଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ!-->…
ଭଦ୍ରକ ସାଂସଦ ଦମ୍ପତ୍ତି କରୋନା ଆକ୍ରାନ୍ତ: ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ…
ଭଦ୍ରକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭଦ୍ରକ ସାଂସଦ ଦମ୍ଫତ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କୋଭିଡ ପଜିଟିଭ ନେଇ ନିଜେ ସୂଚନା ଦେଇଛନ୍ତି। ଭଦ୍ରକ ସାଂସଦ ମଞ୍ଜୁଲତା!-->…
ଚାଇନିଜ ଆପ ବନ୍ଦ ହେବା ପରେ ଚୀନକୁ ଆଉ ଏକ ଝଟକା: ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ଭାରତ ସରକାର –…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭାରତରେ ଚାଇନିଜ ଆପ ବନ୍ଦ ହେବା ପରେ ଏବେ ଚୀନକୁ ଆଉ ଏକ ଝଟକା ଲାଗିଛି। ଚୀନକୁ ଆଉ ଏକ ଝଟକା ଦେଇଛି ଭାରତ, ୪୪ଟି ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରେନର ଚୁକ୍ତିନାମାକୁ ବାତିଲ କରିଛି ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ‘ବନ୍ଦେ ଭାରତ!-->…
ପୁରୀ, ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ବେଆଇନ ଭାବେ ବିକ୍ରି ହୋଇଥିବା ଜମିକୁ ଫେରାଇ ଆଣିବାକୁ ଅଣ୍ଟାଭିଡିଲା ବିଜେପି…
ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ୧୯୦୫ ମସିହାରେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ କୋଠରି ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମାଜିଷ୍ଟ୍ରେଟ ଏବଂ ଲଜିଂ!-->…
କରୋନା ମୁକାବିଲାରେ ଓଡିଶା ରୋଲ୍ ମଡେଲ : ଟେଷ୍ଟିଂରେ ସାରା ଦେଶରେ ଦ୍ୱିତୀୟ, ଜାତୀୟ ହାରଠୁ ଅଧିକ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇଛି । କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।
କରୋନା ଟେଷ୍ଟିଂରେ ଓଡିଶା ବଡ ବଡ ରାଜ୍ୟ ପାଇଁ ରୋଲ୍ ମଡେଲ ପାଲଟିଛି । ଏଠାରେ ପ୍ରତି!-->!-->!-->!-->!-->…
ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତାକାଲି(ଶୁକ୍ରବାର)ଠାରୁ ଆବେଦନ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ!-->…
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେବା ପରେ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା!-->…
କରୋନା ଭାଇରସର ମୁକାବିଲା ପାଇଁ ନିମ୍ବକୁ ନେଇ ଭାରତରେ ଆରମ୍ଭ ହେବ ହ୍ୟୁମାନ ଟ୍ରାଏଲ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି।!-->…
