Browsing Category
Regional
କର୍ଣ୍ଣାଟକ : ଫେସବୁକ ପୋଷ୍ଟରୁ ହୋଇଥିବା ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା, ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୧୩/୦୮: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ!-->…
ରାଜ୍ୟ ସରକାର ଗ୍ରୀଡ଼କୋକୁ ଦେବେ ୧୫୦୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି : ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଗ୍ରୀଡ଼କୋକୁ ୧୫୦୦ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେବେ ରାଜ୍ୟ ସରକାର । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏ!-->…
ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍ଫୁସ୍ କ୍ୟାନ୍ସର : ଚିକିତ୍ସା ପାଇଁ ଖୁବଶୀଘ୍ର ଯିବେ ଆମେରିକା
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍-୩ରେ ଅଛି। ବଲିଉଡ୍ରେ 'ସଞ୍ଜୁ ବାବା' ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର!-->…
‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ – ସଚ୍ଚୋଟ ଟିକସଦାତା ହେବେ ପୁରସ୍କୃତ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଆସନ୍ତାକାଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚ୍ଚୋଟ ଟିକସଦାତାମାନଙ୍କ ପାଇଁ ‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ ନାମକ ଏକ ପ୍ଲାଟଫର୍ମ ଲଞ୍ଚ କରିବେ। ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍!-->…
ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ : ପାସ ହାର ୭୦.୨୧ ପ୍ରତିଶତ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ପୁର୍ବ ଘୋଷଣା ଅନୁୁଯାୟୀ, ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ!-->…
“କରୋନା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସ୍ୱେଚ୍ଛାକୃତ ଭାବେ ତୁରନ୍ତ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ”…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: କରୋନାକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ!-->…
‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।
ତା.୧୨/୦୮/୨୦୨୦, ବୁଧବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂେପ ଆତ୍ମପ୍ରକାଶ କଲା ।
ପଢିବାକୁ ଲଗଅନ କରନ୍ତୁ - www.kalingajyoti.com/epaper
‘ସ୍ପୁତନିକ ଭି’ : ରୁଷ ସାମ୍ନାକୁ ଆଣିଲା ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନର ଅଫିସିଆଲ ଫଟୋ
ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା!-->…
ବେଙ୍ଗାଲୁରୁ : ଫେସବୁକ୍ ପୋଷ୍ଟକୁ ନେଇ ହିଂସା , ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ, ୬୦ ପୋଲିସ କର୍ମୀ ଆହତ, ସ୍ଥାନୀୟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮: ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ କାରଣରୁ ବେଙ୍ଗାଲୁରୁରେ ବିଧାୟକଙ୍କ ଘରେ ଭିଡ଼ ତୁମୁଳକାଣ୍ଡ!-->…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ମଧ୍ୟ ସମାନ ଅଧିକାର
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ!-->…
