୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି
ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ!-->…