‘ମିଜାଇଲ ମ୍ୟାନ’ ତଥା ଭାରତରତ୍ନ ସ୍ୱର୍ଗତଃ ଡ. ଅବଦୁଲ କଲାମଙ୍କ ମାନସସନ୍ତାନ – ଧାମରାସ୍ଥ…
ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ଭଦ୍ରକ ଜିଲା ଧାମରା ନିକଟରେ ଥିବା ଭାରତ ବର୍ଷର ବୃହତ୍ତମ ପ୍ରତିରକ୍ଷା ଘାଟି ହୁଇଲର ଦ୍ୱୀପ ଏବେ କଲାମ ଦ୍ୱୀପ ନାମରେ ନାମିତ ହୋଇଛି । ଏହି ଦ୍ୱୀପରେ ଥିବା କଲାମଙ୍କ ମାନସ ପୁତ୍ର ତଥା ପୃଥିବୀ କ୍ଷେପଣାସ୍ତ୍ରର ପ୍ରଥମ ଖସିବା ସ୍ଥାନ ତଥା କାଲାମ!-->…