ଭୁବନେଶ୍ୱର ମହାନଗର ଅଞ୍ଚଳରେ କରୋନା ଟିକା ଅଭାବ ନାହିଁ, କୋ-ୱିନ୍ ପୋର୍ଟାଲ୍ରେ ପଞ୍ଜୀକରଣ ବାଧ୍ୟତାମୂଳକ
ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କୋଭିଡ୍ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ୧୮ରୁ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ବିଏମ୍ସି କମିଶନରଙ୍କ ସୂଚନା। ସୋମବାରଠାରୁ ବିଏମ୍ସିର ୧୮ବର୍ଷରୁ!-->…
