ଭାରତ ବିରୁଦ୍ଧରେ କୌଣସି ଦେଶ ଯୁଦ୍ଧ ଆରମ୍ଭ କଲେ, ଉଚିତ ଜବାବ୍ ଦେବାକୁ ଦେଶ ବେଶ୍ ସକ୍ଷମ : ରାଜନାଥ
ହାଇଦ୍ରାବାଦ : ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଉଚିତ ଜବାବ୍ ଦେବାକୁ ଦେଶ ବେଶ୍ ସକ୍ଷମ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବା ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ!-->…
