କୋଭିଡ ଟିକାକୁ ଲୋକମାନେ ଏକ ଗଣ ଆନ୍ଦୋଳନରେ ପରିଣତ କରିଛନ୍ତି : ରାଷ୍ଟ୍ରପତି
ନୂଆଦିଲ୍ଲୀ ୨୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ!-->!-->!-->…