Browsing Tag

ପବ୍ଲିଶ

କିଛି ସପ୍ତାହରେ ଟିକାକୁ ମିଳିବ ଅନୁମତି : ଡୋଜ୍‌ ପ୍ରତି ୨୫୦ ଟଙ୍କାରେ ଦେବ ସିରମ

ନୂଆଦିଲ୍ଲୀ : ରୁଷ୍‌ରେ କରୋନା ଟିକା ସ୍ପୁଟନିକ୍‌-୫ର ଗଣ ଟିକାଦାନ ଆରମ୍ଭ ହୋଇଥିବାବେଳେ ଆଜି ଫାଇଜର ପ୍ରସ୍ତୁତ ଟିକାକୁ ବ୍ରିଟେନ ସର୍ବସାଧାରଣରେ ଦେବା ଆରମ୍ଭ କରିଛି। ବ୍ରିଟେନର ଜଣେ ୯୦ ବର୍ଷୀୟ ମହିଳା ଫାଇଜର ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଆଉ କିଛି ସପ୍ତାହ ପରେ କରୋନା

ଟିକା ପାଇଁ କିଛି ସପ୍ତାହର ଅପେକ୍ଷା – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ

ଦେଶରେ କୋଭିଡ -୧୯ ସଂକ୍ରମଣ ମାମଲା ହ୍ରାସପାଉଛି। ଫଳରେ ଏବେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି। ଆଜି କରୋନା ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ

‘ଭାରତ ବନ୍ଦ’ ଆଂଶିକ ସଫଳ, ଆଜି କୃଷକ ନେତାଙ୍କୁ ଭେଟିବେ ଶାହା, କାଲି ରାଷ୍ଟ୍ରପତିଙ୍କ ଠାରେ ଫେରାଦ ହେବେ ବିରୋଧୀ

କୃଷକ ସଂଗଠନଗୁଡିକ ଦ୍ୱାରା ଆଜି ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି। କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି

ବନ୍ଦ ହେବ ନାହିଁ ଫସଲର ସହାୟକ ମୂଲ୍ୟ ଓ ମଣ୍ଡି; ଚାଷୀମାନେ ବିଭ୍ରାନ୍ତକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର

ନୂଆଦିଲ୍ଲୀ: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର

ଗଞ୍ଜେଇ ଧରିବାକୁ ଯାଇ ଜବତ କଲେ ଦେଢ଼ କୋଟିର ରତ୍ନପଥର: ଜିତେନ୍ଦ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍

ରାୟଗଡ଼ା,୦୮/୧୨: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ରତ୍ନ ପଥର। ତା ପୁଣି କେଜିଏ କି ଦି କେଜି ନୁହେଁ, ପୂରା ୧୫୧ କେଜି। ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ରାୟଗଡ଼ା ସହରର ଭିଆଇପି ରୋଡ୍‌ରେ

‘ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶଜ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନି

ନ୍ୟୁୟର୍କ: ଭାରତୀୟ ବଂଶଜ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନିଙ୍କୁ ‘ଦି ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ଏହି ଫାଉଣ୍ଡେସନ୍‌ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତ୍ବର ସ୍ବାସ୍ଥ୍ୟ ସମସ୍ୟା ସବୁର ମୁକାବିଲା

ସ୍କୁଲ ଫି’ ଛାଡ଼ ମାମଲା : ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ, ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାରଙ୍କ…

କଟକ : ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବାବେଳେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଙ୍ଗରେ ରହିଛି ବୋଲି ଦର୍ଶାଯାଇଛି।

ଚୀନର ୧୪ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଆମେରିକା ଚୀନ ବିରୋଧରେ ବିଭିନ୍ନ କଟକଣା ଲଗାଇଥିବା ବେଳେ ଏବେ ହଂକଂ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ନେଇଛି। ଏହି କ୍ରମରେ ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ମିଳିବ ଜଳଖିଆ

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ବିଦ୍ୟାର୍ଥୀଙ୍କୁ ଦୁଇଓଳି ବିଦ୍ୟାଳୟରେ ଖାଇବାକୁ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ

ଆଜି ଶେଷ ଟି-୨୦ : ସିରିଜ୍‌ ପୋଛିବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ : ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ ନିକଟରୁ ପ୍ରଥମ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ପରାଜିତ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତି ହ୍ବାଇଟ୍‌ୱାଶ ଏଡାଇବାକୁ
error: Content is protected !!
Open chat