ପିନାକ-ଇଆର ରକେଟର ସଫଳ ପରୀକ୍ଷଣ
ପୋଖରାଣ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜସ୍ଥାନର ପୋଖରାଣଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ବିକଶିତ ପିନାକ (ପିନାକ-ଇଆର) ରକେଟର ସଫଳ ପରୀକ୍ଷଣ କରାଯାଇଛି। ଗତ ତିନି ଦିନ ଧରି କ୍ରମାଗତ ଭାବେ ଏହି ପରୀକ୍ଷଣ ଚାଲିଥିଲା। ସ୍ବତନ୍ତ୍ର ଲଞ୍ଚର ବ୍ୟବସ୍ଥାରେ ଡିଆରଡିଓ ଏବଂ ସ୍ଥଳ ସେନା!-->…