Browsing Tag

ଓଡିଶା ରିପୋର୍ଟର

ପେଗାସସ୍‍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : କେତେକ ରାଜନୈତିକ ବ୍ୟକ୍ତିବିଶେଷ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସାମ୍ବାଦିକ, ବରିଷ୍ଠ ଅଧିକାରୀ ଆଦିଙ୍କ ପଛରେ ଇସ୍ରାଏଲି ସଂସ୍ଥା ପେଗାସସକୁ ଗୁଇନ୍ଦାଗିରି ପାଇଁ କେନ୍ଦ୍ର ସରକାର ଲଗାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଆଗତ ଏକ ଯାଚିକା

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ, ବାସଭବନ ଓ ଅଫିସରେ ରେଡ୍ ଜାରି

ପଦ୍ମପୁର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭିଜିଲାନ୍ସ ପଞ୍ଝାରେ ପଡିଲେ ଫରେଷ୍ଟ। ବରଗଡ଼ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ବାସଭବନରେ  ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ପଞ୍ଝାରେ ପିଇଓ, ଆବାସ ଯୋଜନାରେ ଲାଞ୍ଚ କାରବାର ବେଳେ ଧରା ପଡ଼ିଲେ

ଦାରିଙ୍ଗବାଡ଼ି,୧୭/୮: ଭିଜିଲାନ୍ସ ପଞ୍ଝାରେ ସରାମୁଳି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ରିପୋର୍ଟ ଦେବା ନିମନ୍ତେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ଚଢ଼ଉ କରି

ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇବାର କୌଣସି ଯୋଜନା ନାହିଁ : ସୀତାରମଣ

ନୂଆଦିଲ୍ଲୀ ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବର ୟୁପିଏ ସରକାର ଜାରି କରିଥିବା ତୈଳ ବଣ୍ଡ୍ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ

ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଚୀନ, ପାକିସ୍ତାନର ସମର୍ଥନ

କାବୁଲ : ଆଫଗାନିସ୍ତାନ ତାଲିବାନ ଅଧିନକୁ ଆସିବା ପରେ ପ୍ରଥମ ଦେଶ ଭାବେ ଚୀନ ଓ ପାକିସ୍ତାନ ଏହାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇ ଦେଶ ହିଁ ତାଲିବାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏବେ ତାଲିବାନକୁ ଖୋଲାଖୋଲି

ଓଡ଼ିଶାର ୨ ଯବାନଙ୍କୁ ଶୌର୍ଯ୍ୟଚକ୍ର, ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ:ପୁଲିସ ମହାନିର୍ଦେଶକ

ଭୁବନେଶ୍ବର ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି: ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସଓଜି ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଶୌର୍ଯ୍ୟଚକ୍ର। ସାହାସିକତା ଓ ବୀରତ୍ବ ପାଇଁ ୨ ସହିଦଙ୍କୁ ମିଳିବ ଶୌର୍ଯ୍ୟଚକ୍ର ସମ୍ମାନ।

କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ: ରାଷ୍ଟ୍ରପତି

ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ ନୂଆଦିଲ୍ଲୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି

ସ୍ଵର୍ଗଦ୍ଵାରରୁ ହଟିଲା କଟକଣା, ଶବ ସତ୍କାର ପାଇଁ ମିଳିଲା ଅନୁମତି

ପୁରୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା। ସ୍ଵର୍ଗଦ୍ଵାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି। ଏଣିକି ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ। ଅଗଷ୍ଟ ୧୬ ତାରିଖରୁ ସ୍ଵର୍ଗଦ୍ଵାରରେ ଶବ

କାଳିଆ ଯିବା ପରେ ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

କନ୍ଧମାଳ ୧୪/୦୮/୨୧ କଳିଙ୍ଗ ଜ୍ୟୋତି : ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା ରେ କାଳିଆର ଦେହାନ୍ତ ପରେ ଏବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ
error: Content is protected !!
Open chat