ଜୁଲାଇ ୨୨ରୁ ସଂସଦ ନିକଟରେ ବିରୋଧ ପ୍ରଦର୍ଶନକୁ ଜୋରଦାର କରିବେ ୨୦୦କୃଷକ: ରାକେଶ ଟିକାୟତ
ନୂଆଦିଲ୍ଲୀ କଳିଙ୍ଗ ଜ୍ଯୋତି ୧୦/୦୭/୨୦୨୧ : ଜୁଲାଇ ୨୨ରୁ ପ୍ରାୟ ୨୦୦ କୃଷକ ସଂସଦ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଆଜି ଏନେଇ ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି।
“ଯଦି କେନ୍ଦ୍ର କୃଷି ଆଇନ ଉପରେ ଆଲୋଚନା ଚାହୁଁଛି, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।!-->!-->!-->…