Browsing Tag

ଓଡିଶା ରିପୋର୍ଟର

ଦୂର ହେବ କରୋନା, ସ୍ୱାଭାବିକ ହେବ ଜୀବନ ଜୀବିକା: ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ,

କୋଭିଡର କେବେ ବି ଅନ୍ତ ହେବ ନାହିଁ: ସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୨୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡର କେବେ ବି ଅନ୍ତ ହେବ ନାହିଁ। ଭାଇରସର ଗୋଟିଏ ପରେ ଗୋଟିଏ ଭ୍ୟାରିଏଣ୍ଟ ଆସିବ। କାରଣ ଭାଇରସ୍ ତାର

କୋଭିଡ ଟିକାକୁ ଲୋକମାନେ ଏକ ଗଣ ଆନ୍ଦୋଳନରେ ପରିଣତ କରିଛନ୍ତି : ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ

ମାର୍ଚ୍ଚ ୧୧ ସୁଦ୍ଧା କରୋନା ହେବ ପ୍ରଭାବହୀନ

ନୂଆଦିଲ୍ଲୀ ୨୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପୀଡାରେ ଛଟପଟ ହେଉଥିବା ଭାରତ ସମେତ ସମୁଚ୍ଚୟ ବିଶ୍ବ ପାଇଁ ଏକ ସବୁଠୁ ବଡ଼ ପ୍ରଶ୍ନ କେବେ ଯିବ କରୋନା। ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇସିଏମଆର ମହାମାରୀ ବିଶେଷଜ୍ଞ ସମୀରନ ପଣ୍ଡା। ସେ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର ୨୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି।ଏବେ ରାଜ୍ୟରେ ୮୮ ହଜାର ଆକ୍ଟିଭ କେସ

ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ

ନୂଆଦିଲ୍ଲୀ ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌

ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ : କେନ୍ଦ୍ର ସରକାର

ନୂଆଦିଲ୍ଲୀ ୧୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍‌-୧୯ ଟିକାକରଣ ଗାଇଡ୍‌ଲାଇନ୍‌’ରେ ଉଲ୍ଲେଖ ଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ

ଭାରତରେ କୋଭିଡ୍‌ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍‌ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ

ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ : ବିଶେଷଜ୍ଞ

ନୁଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିର ଭଳି ଆଣ୍ଟିବାୟ‌ୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତକରିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ ୧୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବିରାଟ କୋହଲି ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଏକ ଟ୍ବିଟ କରି ସେ ଏହି ସୂଚନା ଦେଇଛନ୍ତି । ଟ୍ବିଟରରେ ସେ ଲେଖିଛନ୍ତି ଯେ ଗତ ୭ ବର୍ଷରେ ସେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି
error: Content is protected !!
Open chat