Browsing Tag

ଖବର

ରାଜସ୍ଥାନରେ ପୁଣି ଗେହଲଟଙ୍କୁ ଘାରିଲାଣି ସରକାର ଭାଙ୍ଗିବା ଭୟ, ସମର୍ଥନରୁ ଓହରିଲେ ୨ BTP ବିଧାୟକ

ରାଜସ୍ଥାନ: ପଞ୍ଚାୟତ ନିର୍ବଚନରେ ରାଜ୍ୟରେ ବିଜେପି ଠାରୁ ବହୁ ପଛରେ ପଡିଯାଇଛି କଂଗ୍ରେସ ଦଳ । ରାଜ୍ୟରେ କଂଗ୍ରେସ ସରକାର ରହିଥିଲେ ମଧ୍ୟ ବିରୋଧି ବିଜେପି ପଞ୍ଚାୟତ ନିର୍ବାଚନରେ ନିଜକୁ ଶକ୍ତିଶାଳି ପ୍ରମାଣିତ କରିଛି । ଫଳାଫଳ ପାଇଁ କ୍ଷମତାଶିନ ଅଶୋକ ଗେହଲଟ ସରକାରଙ୍କ ଆଗରେ ଏବେ ଏକ ସଙ୍କଟ

ସରକାରଙ୍କୁ ଆନ୍ନା ହଜାରେଙ୍କ ଚେତାବନୀ, ଚାଷୀଙ୍କ ଦାବି ପୂରଣ ନହେଲେ ହେବ ଜନ ଆନ୍ଦୋଳନ

ସମାଜସେବୀ ଆନ୍ନା ହାଜାରେ ଆନ୍ଦୋଳନକାରୀ କୃଷକଙ୍କୁ ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବେ। ୮୩ ବର୍ଷିୟ ଆନ୍ନା ହାଜାରେ କହିଛନ୍ତି, ‘ଲୋକପାଲ ଆନ୍ଦୋଳନ ତତ୍କାଳୀନ

ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି। ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଭୟ

ରାଉରକେଲା: ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି

ରାଉରକେଲା: ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି l ସଭାପତି ନରେନ୍ଦ୍ର ବାତ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳ ପ୍ରାୟ ୯ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ l ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା

ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ପଶ୍ଚିମବଙ୍ଗ ଯିବେ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଯାଇଛି। ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗୁରୁବାର ଆକ୍ରମଣକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଗତ ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ

ମିଳିବ ନିଯୁକ୍ତି ପ୍ରୋତ୍ସାହନ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଅନ୍ତର୍ଗତ କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କ୍ୟାବିନେଟ ଏହି

୨୦୨୩ ହକି ବିଶ୍ବକପ୍‌ ପ୍ରସ୍ତୁତି, ବଢ଼ିବ ବିଜୁ ପଟ୍ଟନାୟକ ଷ୍ଟାଡିୟମ କ୍ଷମତା

ବନେଶ୍ୱର/ରାଉରକେଲା, ୯/ ୧୨: ଏଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉଭୟ ଭୁବନେଶ୍ୱର ଓ ରାଉରକେଲା ଦୁଇଟି ଭେନ୍ୟୁରେ ଆୟୋଜିତ ହେବ । ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌-୨୦୧୮ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା । ତେଣୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ

ସବୁ ଗାଁ ହେବ ୱାଇଫାଇ; ସରକାର ଆଣିଲେ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ। ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍‌ ସେବା। ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍‌ ସୁବିଧା ପାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌

ସମ୍ବଲପୁର ମୁଖ୍ୟ ଡାକଘରକୁ ହେରିଟେଜ କୋଠା ମାନ୍ୟତା

ସମ୍ବଲପୁର: ୧୯୦୦ ମସିହାରେ ନିର୍ମିତ ସମ୍ବଲପୁର ମୁଖ୍ୟ ଡାକଘରକୁ ପ୍ରାଚୀନ କୀର୍ତ୍ତି ବା ହେରିଟେଜ କୋଠା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକବିଭାଗର ହେରିଟେଜ ଓ ମ୍ୟୁଜିୟମ ପରିଚାଳନା ସଂସ୍ଥା ତରଫରୁ ଚଳିତ ଡିସେମ୍ବର ୭ ତାରିଖରେ ଏହି ଘୋଷଣା

କାଟ ଖାଇଲା ସରକାରଙ୍କ ପ୍ରସ୍ତାବ, ଦେଶବ୍ୟାପୀ ଜୋରଦାର ହେବ ବିକ୍ଷୋଭ

ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ
error: Content is protected !!
Open chat