୨୦୨୦ରେ ବର୍ଷରେ ଭାରତ ୬୪ ବିଲିୟନ୍ ଡଲାର୍ ‘ଏଫ୍ଡିଆଇ’ ପାଇଛି: ଜାତିସଂଘ
ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୦ରେ ‘ଫରେନ୍ ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍’ରୁ ଭାରତ ୬୪ ବିଲିୟନ୍ ଡଲାର୍ ପାଇଛି। ଏତେ ପରିମାଣରେ ଅର୍ଥ ପାଇବାରେ ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ ରାଷ୍ଟ୍ର ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଉକ୍ତ!-->…