Browsing Tag

ଚିଫ

ନକଲି ଔଷଧ କାରବାର ମାମଲା : ସ୍ୱତନ୍ତ୍ର ଟିମ୍‍ ଗଠନ କଲା ଏସଟିଏଫ୍‍

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି। ଡ୍ରଗ୍ସ କେଂଟ୍ରାଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତୀ ପଦକ୍ଷେପ

୧୬ରୁ ଖୋଲିବ ରାଜ୍ୟରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସଂରକ୍ଷିତ ଐତିହ୍ୟସ୍ଥଳୀ

ଭୁବନେଶ୍ବର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାରଠାରୁ ଖୋଲିବ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ଐତିହ୍ୟସ୍ଥଳୀ । କରୋନା ସଂକ୍ରମଣ ପାଇଁ ଗତ ଏପ୍ରିଲ ୧୫ରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଛି ।

କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ, ବଢ଼ିଲା ଆବେଦନର ସମୟ ସୀମା

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ

ରାଜ୍ୟରେ କରୋନା ସଂକ୍ରମଣ କମୁଛି : ଡିଏମଇଟି

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସାରା ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର କମ ହେଉଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।ଡାକ୍ତର ମହାନ୍ତି କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା

କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରାଯାଉ : କଂଗ୍ରେସ

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର କୋଭିଡ ମୃତକଙ୍କ ପତ୍ନୀ ଓ ଅନାଥ ପିଲାଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମାତ୍ର କୋଭିଡ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିଭଳି ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସରକାର ନିଜକୁ କୋଭିଡ

ଆଖଣ୍ଡଳମଣିଙ୍କ ବିବାହ ପାଇଁ ସରିଲା ମଙ୍ଗଳପାଗ, ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି

ଆରଡି ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ସୋମବାର ବୈଦିକ ରୀତିନୀତି ଅନୁଯାୟୀ ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଛି। ଅାସନ୍ତାକାଲି ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି। ହେଲେ ମହାମାରୀ କରୋନାର ସଙ୍କର୍ମଣର ଭୟଭୟତାକୁ ନେଇ କୋଭିଡ କଟକଣା ମଧ୍ୟରେ

ସରକାର ଅନଲକ୍‍ ପ୍ରକ୍ରିୟାକୁ ଗଲେ ଲୋକ କଟକଣା ମାନିବା ଆବଶ୍ୟକ : ଅଜୟ ପରିଡ଼ା

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଗତ ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି। ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକମାନେ କଟକଣା ମାନିବା ଆବଶ୍ୟକ, ନଚେତ ପୁଣି ସଂକ୍ରମଣ ବଢ଼଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ

ରଜ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆଜି ଓଡିଶାର ଗଣପର୍ବ ରଜ। ପ୍ରତି ଘରେ ହସଖୁସିର ଆସର। ଏହି ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ ଯୋଗେ କହିଛନ୍ତି, ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଟଙ୍କା, ୫୦୦ କୋଟିର କରାଗଲା ଫିକ୍ସଡ଼ ଡିପୋଜିଟ

ନୂଆଦିଲ୍ଲୀ ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ହେବାକୁ ଥିବା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଥିବାବେଳେ ଏଥିପାଇଁ ଟଙ୍କା ବର୍ଷା ହେବାରେ ଲାଗିଛି | କୁହାଯାଉଛି ଯେ କେବଳ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଆରମ୍ଭ ହୋଇଥିବା

ଦିଲ୍ଲୀ ‘ଅନ୍‌ଲକ୍‌’: ବଜାର ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ହଟାଇବା ସହ ୫୦% ସାମର୍ଥ୍ୟ ସହ ରେସ୍ତୋରାଁ ଖୋଲିବାକୁ ଅନୁମତି…

ନୂଆଦିଲ୍ଲୀ ୧୩/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ପର୍ଯ୍ୟାୟକ୍ରମେ ‘ଅନ୍‌ଲକ୍‌’ ହେଉଥିବା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆହୁରି କିଛି କଟକଣା କୋହଳ କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ, ସୋମବାର ଠାରୁ ଦୋକାନ ବଜାର ସବୁ
error: Content is protected !!
Open chat