Browsing Tag

ନିଉ୛

ବାଚସ୍ପତି ସିପି ଯୋଶୀଙ୍କ ଭିଡିଓ ଭାଇରାଲ୍‌ ପରେ ଘନେଇଲା ରାଜସ୍ଥାନ ରାଜନୈତିକ ସଙ୍କଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ଙ୍କ ମଧ୍ୟରେ ରାଜସ୍ଥାନ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ହୋଇଥିବା ଏକ ଆଲୋଚନାର ଭିଡିଓ ଏବେ ଭାଇରାଲ୍‌ ହୋଇଛି ଏବଂ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ

ରାମ ମନ୍ଦିର ନିର୍ମାଣରେ କେବଳ ଭାରତର ରାମ ଭକ୍ତଙ୍କ ଦାନ ଟଙ୍କା ଲାଗିବ : ଲାଗିବ ନାହିଁ ବିଦେଶୀ ମୁଦ୍ରା

ଅଯୋଧ୍ୟା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୧/୦୭ : ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହେବ | ଏଥିପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତ ଦାନ କରୁଛନ୍ତି | କିନ୍ତୁ ବିଦେଶୀ ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ

କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ମଞ୍ଜୁର କଲେ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭: : କରୋନାରେ ମୃତ୍ୟୁ ଘଟିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ଏହି ପରିମାଣର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ

ଜିଏସ୍‌ଟି ଠକେଇ କଲେ ଜାମିନ ମିଳିବନି : ଓଡ଼ିଶା ହାଇକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭:: ଜିଏସ୍‌ଟି ଠକେଇକାରୀଙ୍କୁ ଆଉ ମିଳିବନି ରକ୍ଷା। ଜିଏସ୍‌ଟି ଠକେଇ ମାମଲାରେ ଦିଆଯିବନି ଜାମିନ। କାରଣ ଜିଏସ୍‌ଟି ଠକେଇ ଦ୍ୱାରା ଦେଶର ଅର୍ଥନୀତି ଧ୍ୱଂସ ହେଉଛି। ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏଭଳି ଅପରାଧୀଙ୍କୁ ଆଇନ ପରସରକୁ ନଆଣିଲେ

ସାମ୍‌ସଙ୍ଗ ଫୋନ‌ରେ ଗୁଗଲ ପ୍ରଡକ୍ଟକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍‌ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍‌ଫାବେଟ୍‌ ଇଙ୍କ୍‌ର ଗୁଗଲ ଏବଂ ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍‌ ହେବାକୁ ଯାଉଛି ବୋଲି

ପୁଣି ବଢିଲା ଆୟକର ଦାଖଲ ଅବଧି : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct

ଶେଷରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭ : ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଅଶୋକ ଗେହଲଟ କ୍ୟାବିନେଟ

ଆଜି ଅଭିନେତା ସୋନୁ ସୁଦଙ୍କ ‘ଜନ୍ମଦିନ’ : ଜନ୍ମଦିନରେ ପ୍ରବାସୀଙ୍କୁ ୩ଲକ୍ଷ ଚାକିରୀ ଦେବାକୁ କଲେ…

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଅଭାବୀ ଲୋକଙ୍କ ସାହାଯ୍ୟ କରିଛନ୍ତି, ଯେଉଁଭଳି ସଙ୍କଟ ସମୟରେ ଦେବତା ହୋଇ ଲୋକଙ୍କୁ ସମ୍ଭାଳିଛନ୍ତି, ତାଙ୍କ ପ୍ରଶଂସାର ଧାରା ଜାରି ରହିଛି। ଏବେ ଏହି ପ୍ରଶଂସା ପରେ ସୋନୁ ଅଟକି ଯାଇନାହାନ୍ତି।

ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍‌ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭: ଜୁଲାଇ ୨୯:କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଏବେ ବେଶ ଆବଶ୍ୟକୀୟ ଓ ଶକ୍ତିଦାୟକ ମାଧ୍ୟମ ହୋଇଥିଲାବେଳେ ଏଥିପାଇଁ ରାଜ୍ୟସରକାର ପ୍ଲାଜବା ବ୍ୟାଙ୍କ ମାନ ସ୍ଥାପନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ

ଗୁଗଲ୍ କର୍ମଚାରୀ ୨୦୨୧ ଜୁଲାଇ ୩୧ପର୍ଯ୍ୟନ୍ତ ଘରୁ କାମ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଏହି ବାର୍ତ୍ତା ପଠାଇଛନ୍ତି।
error: Content is protected !!
Open chat