ନକଲି ଔଷଧ କାରବାର ମାମଲା : ସ୍ୱତନ୍ତ୍ର ଟିମ୍ ଗଠନ କଲା ଏସଟିଏଫ୍
ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି। ଡ୍ରଗ୍ସ କେଂଟ୍ରାଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତୀ ପଦକ୍ଷେପ!-->…