Browsing Tag

ପୋଷ୍ଟ

ଗାଇଡଲାଇନ୍ ଜାରି କଲା ଡିଆରଡିଓ : ସମସ୍ତଙ୍କୁ ଦିଆଯିବ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି

ନୂଆଦିଲ୍ଲୀ :  କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।

‘ଫାଇଜର୍‌’ ଓ ‘ମଡର୍ଣ୍ଣା’କୁ ଆଇନଗତ ସୁରକ୍ଷା ଦେଇପାରନ୍ତି ଭାରତ ସରକାର

ନୂଆଦିଲ୍ଲୀ: ଭାରତରେ ‘ଫାଇଜର୍‌’ ଓ ‘ମଡର୍ଣ୍ଣା’ ଟିକାର ଅନୁମୋଦନ ତ୍ବରାନ୍ବିତ କରିବା ଲାଗି ସରକାର ‘ଇଣ୍ଡେମିନିଟି’ ବା ଆଇନଗତ ସୁରକ୍ଷା ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ କମ୍ପାନି ଉତ୍ପାଦିତ ଟିକା ବ୍ୟବହାରଜନିତ କୌଣସି ସମସ୍ୟା ବା ଦାବିକୁ ଚାଲେଞ୍ଜ୍ କରିବା

ଟିକା ଅଭାବ, ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର ଆଜିଠୁ ପ୍ରାୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ବନ୍ଦ ରହିବ । ଟିକା ଅଭାବ ଯୋଗୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ୪୫ ବର୍ଷରୁ ଊଦ୍ଧ୍ୱର୍ ଟିକାକରଣ ପ୍ରକ୍ରିୟାରେ ଓଡିଶାକୁ ଆସିବ ୩ଲକ୍ଷ ୫ ହଜାର ୪ଶହ ୬୦ କୋଭିସିଲ୍ଡ

ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ

ନୂଆଦିଲ୍ଲୀ: କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରି ହରାଇଛନ୍ତି। ଏହା ବ୍ୟତୀତ କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ

‘ଅନ୍‌ଲକିଙ୍ଗ୍’ ପାଇଁ ୩ଟି ସର୍ତ୍ତ ରଖି‌ଲେ ‘ଆଇସିଏମ୍‌ଆର୍’ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟ ଲକ୍‌ଡାଉନ୍‌ ନିୟମ କୋହଳ କରୁଥିବା ବେଳେ ମଙ୍ଗଳବାର ଦିନ ‘ଆଇସିଏମ୍‌ଆର୍‌’ର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତାବଳିକୁ ଆଧାର କରି ‘ଅନ୍‌ଲକ୍‌’ ନିଷ୍ପତ୍ତି ଗ୍ରହଣ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ଭାରତ ନିର୍ମିତ ସ୍ପୁଟନିକ ଭି ପ୍ରଥମ ବ୍ୟାଚକୁ ମଞ୍ଜୁରି

ଚଣ୍ଡିଗଡ: ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ମଞ୍ଜୁରି ଲାଭ କରିଛି। ଭାରତରେ ଏହି ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ମଧ୍ୟରେ ହେଟେରୋ ଡ୍ରଗ୍ସ ଏବଂ ଏହା ହାଇଦରାବାଦସ୍ଥତ ଡ୍ରଗ୍ସ କମ୍ପାନୀ ବୋଲି

ଏ ବର୍ଷ ଓଡ଼ିଶାରେ ସ୍ବାଭାବିକ ମୌସୁମୀ ବର୍ଷା, ଜୁନରେ ଅଧିକ ବର୍ଷିବ : ଆଇଏମଡି

ଭୁବନେଶ୍ବର : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ

୫-ଜି ବିରୋଧରେ କୋର୍ଟକୁ ଗଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ : ଅଭିନେତ୍ରୀ ଜୁହି ଚାୱଲା ପ୍ରତି ପ୍ରସଙ୍ଗ ଉପରେ ନିଜର ମତ ଦେଇଥାନ୍ତି। ଏହା ସହିତ ଲୋକଙ୍କୁ ସୁରକ୍ଷା, ସ୍ବଚ୍ଛତା ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗରେ ସଚେତନ କରାଇଥାନ୍ତି। ଭାରତରେ ଖୁବଶୀଘ୍ର ୫-ଜି ଟେକ୍‌ନିକ ଲାଗୁ ହେବାକୁ ଯାଉଛି। ଯହାର କୁପ୍ରଭାବ ପରିବେଶ ସହିତ ଲୋକଙ୍କ

ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

ବେଜିଂ: ବୃଦ୍ଧା ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧିରେ ଗତିରୋଧ ଯୋଗୁ ଚିନ୍ତିତ ହୋଇପଡ଼ିଥିବା ଚୀନ ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ ସରକାର ପରିବାର ନିୟୋଜନ ନିୟମକୁ କୋହଳ କରିବା ଲାଗି ଘୋଷଣା କରିଛନ୍ତି। ସୋମବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି ଚୀନରେ
error: Content is protected !!
Open chat