Browsing Tag

ପୋଷ୍ଟ

କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆସୁଛି ୧୫୦୦ ଟ୍ରାକ୍ଟର, ସାଙ୍ଗରେ ଅଛନ୍ତି ୩୦ ହଜାର କୃଷକ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନକାରୀ କୃଷକ ଏବେ ସଂଗ୍ରାମ ଜାରି ରଖିଛନ୍ତି। ଆଗକୁ ମଧ୍ୟ ଏହାକୁ ଆହୁରି ବଡ ଧରଣ କରିବାର ଯୋଜନାରେ ଅଛନ୍ତି। ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ବଲବୀର. ଏସ୍. ରାଜେଓ୍ବାଲ କହିଛନ୍ତି, ଆମେ ୧୨ ଡିସେମ୍ବରରୁ

ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ଅଯୋଧ୍ୟାର ରାମ ମନ୍ଦିର

ଲକ୍ଷ୍ନୌ: ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୃତି, ପ୍ରଥା ଏବଂ କଳାକୃତି ପ୍ରଦର୍ଶନ କରାଯିବ। ରାଜ୍ୟ ସରକାରଙ୍କ ବିବୃତି ଅନୁସାରେ, ୨୦୨୧ ପ୍ରଜ୍ଞାପନ ମେଢ଼ର ଶୀର୍ଷକ

କଂଗ୍ରେସର ଗୁମର ଖୋଲୁଛି ପ୍ରଣବଙ୍କ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ; ୨୦୧୪ ନିର୍ବାଚନରେ ପରାଜୟ ପାଇଁ ସୋନିଆ ଓ…

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ଦାୟୀ। ଏପରି ଚାଞ୍ଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସେ ତାଙ୍କ ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି।

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ ବିଜେଡି, ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି: ଡି.…

ଭୁବନେଶ୍ବର : ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ଆଜି ଗସ୍ତର ଶେଷ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ

ପ୍ରଦୀପଙ୍କ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ଦୁର୍ନୀତି ମାମଲାକୁ ଲୋକାୟୁକ୍ତ ଆଜି ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି| ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି | ଗତ ୭

ରାଜସ୍ଥାନରେ ପୁଣି ଗେହଲଟଙ୍କୁ ଘାରିଲାଣି ସରକାର ଭାଙ୍ଗିବା ଭୟ, ସମର୍ଥନରୁ ଓହରିଲେ ୨ BTP ବିଧାୟକ

ରାଜସ୍ଥାନ: ପଞ୍ଚାୟତ ନିର୍ବଚନରେ ରାଜ୍ୟରେ ବିଜେପି ଠାରୁ ବହୁ ପଛରେ ପଡିଯାଇଛି କଂଗ୍ରେସ ଦଳ । ରାଜ୍ୟରେ କଂଗ୍ରେସ ସରକାର ରହିଥିଲେ ମଧ୍ୟ ବିରୋଧି ବିଜେପି ପଞ୍ଚାୟତ ନିର୍ବାଚନରେ ନିଜକୁ ଶକ୍ତିଶାଳି ପ୍ରମାଣିତ କରିଛି । ଫଳାଫଳ ପାଇଁ କ୍ଷମତାଶିନ ଅଶୋକ ଗେହଲଟ ସରକାରଙ୍କ ଆଗରେ ଏବେ ଏକ ସଙ୍କଟ

ସରକାରଙ୍କୁ ଆନ୍ନା ହଜାରେଙ୍କ ଚେତାବନୀ, ଚାଷୀଙ୍କ ଦାବି ପୂରଣ ନହେଲେ ହେବ ଜନ ଆନ୍ଦୋଳନ

ସମାଜସେବୀ ଆନ୍ନା ହାଜାରେ ଆନ୍ଦୋଳନକାରୀ କୃଷକଙ୍କୁ ସମର୍ଥନ କରିଛନ୍ତି।ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ସେ ଚାଷୀଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବେ। ୮୩ ବର୍ଷିୟ ଆନ୍ନା ହାଜାରେ କହିଛନ୍ତି, ‘ଲୋକପାଲ ଆନ୍ଦୋଳନ ତତ୍କାଳୀନ

ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି। ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଭୟ

ରାଉରକେଲା: ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି

ରାଉରକେଲା: ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି l ସଭାପତି ନରେନ୍ଦ୍ର ବାତ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳ ପ୍ରାୟ ୯ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ l ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା

ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ପଶ୍ଚିମବଙ୍ଗ ଯିବେ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଯାଇଛି। ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗୁରୁବାର ଆକ୍ରମଣକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଗତ ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ
error: Content is protected !!
Open chat