Browsing Tag

ରିପୋର୍ଟ

ସରପଞ୍ଚଙ୍କ ନିଷ୍ଠା ଓ ପରିଶ୍ରମ ପାଇଁ ଆରୋଗ୍ୟ ହାର ବଢୁଛି , ମୃତ୍ୟୁହାର କମୁଛି-ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ ସନ୍ଦେହବ୍ୟକ୍ତ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ମିଟ୍‌ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ବାହାରେ ଫୁଟିଲା ଗୁଳି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା

ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ : ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ

ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତି ନେବାକୁ କହିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ : ସୁପ୍ରିମକୋର୍ଟଙ୍କ…

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର, ପାଳନ ହେବ କୋଭିଡ୍ ଗାଇଡ୍ ଲାଇନ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୧/୦୮: ରାଜ୍ୟରେ ମନ୍ଦିର ଓ  ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଯେଉଁ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ

ଅଗଷ୍ଟ ୨୧ ରେ ନିଲାମ ହେବ ମହାତ୍ମା ଗାନ୍ଧିଙ୍କ ଚଷମା, ଲାଗିବ ଡାକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ଲଣ୍ଡନ ୧୧/୦୮: ଆଗାମୀ ୨୧ ତାରିଖରେ ଏକ ଅନଲାଇନ୍‌ ନିଲାମ ହେବାକୁ ଯାଉଛି। ଯାହକୁ ନେଇ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଲୋକେ ଏବେ ବେଶ ଉତ୍ସାହିତ। ଏକ ଯୋଡା ଚଷମାକୁ ନିଲାମ କରାଯିବ। ସୁନା କଲେଇ କରା ଏହି ଚଷମାକୁ ୧୯ଶହ ଦଶକରେ ମହାତ୍ମା ଗାନ୍ଧି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ଏୟାରଫୋର୍ସ ୱାନ’ ପରି ଅତି ସୁରକ୍ଷିତ ବିମାନ ଆସନ୍ତା ମାସରେ ଆସୁଛି

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପ୍ରଧାନମନ୍ତ୍ରୀ ମୋଦୀ ଖୁବ୍ ଶୀଘ୍ର ଏକ ଅବିସ୍ମରଣୀୟ ଦୁର୍ଗ ପାଇବାକୁ ଯାଉଛନ୍ତି। ଆକାଶରେ ଉଡ଼ୁଥିବା ଏହି ଦୁର୍ଗ ଏତେ ସୁରକ୍ଷିତ ଯେ ଶତ୍ରୁ ଚାହିଁଲେ ମଧ୍ୟ ସେ କିଛି କରିପାରିବେ ନାହିଁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆମେରିକାର

ହ୍ବାଟ୍ସ ଆପ୍ କମ୍ପାନୀ ଖୁବ ଶୀଘ୍ର ମଲଟିପଲ ଡିଭାଇସ୍ ଫିଚର ଲଞ୍ଚ କରିବ – ଏକାଧିକ ଫୋନରେ ସିଙ୍କ ହୋଇପାରିବ ଚାଟ୍…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ହ୍ବାଟସ୍ଆପ୍ ମଲଟିପଲ ଡିଭାଇସ୍ ସପୋର୍ଟ ଉପରେ କାମ କରାଯାଉଛି । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ, ଏହି ସ୍ପଷ୍ଟତା ମିଳିବାରେ ଲାଗିଛି ଯେ ଏହି ବୈଶିଷ୍ଟ୍ୟ କିପରି କାର୍ଯ୍ୟ କରିପାରିବ । ଅର୍ଥାତ, ବିଭିନ୍ନ ଡିଭାଇସରେ ଏକକାଳୀନ ହ୍ବାଟସ୍ ଆପ୍

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଅଗଷ୍ଟ ୧୨ତାରିଖରେ ପ୍ରକ‌ାଶ ପ‌ାଇବ +୨ ବିଜ୍ଞାନ…

ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ୧୨.୩୦ ମିନିଟ ସମୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) କାର୍ଯ୍ୟାଳୟରେ ଓ ୱେସାଇଟ ମାଧ୍ୟମରେ ପ୍ରକାଶ ପାଇବ : ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଉଚ୍ଚ

ପୁଣି ଆଉ ଏକ ବଡ଼ ଋଣ ଘୋଟାଲାର ପର୍ଦାଫାସ : ୨ଟି ବ୍ୟାଙ୍କରୁ ‘କକ୍ସ ଆଣ୍ଡ କିଙ୍ଗ୍‌ସ’ ଠକିଛି ୧,୨୦୪…

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : କୋଟାକ ମହିନ୍ଦ୍ରା ଓ ଏକ୍ସିସ୍‌ ବ୍ୟାଙ୍କ ଟ୍ରାଭେଲ୍‌ କମ୍ପାନି କକ୍ସ ଆଣ୍ଡ କିଙ୍ଗ୍‌ସ ଲିମିଟେଡ ବିରୋଧରେ ୨ଟି ପୃଥକ୍‌ ଠକେଇ ଅଭିଯୋଗ ଆଣିଛନ୍ତି । କକ୍ସ ଆଣ୍ଡ କିଙ୍ଗ୍‌ସ ଲିମିଟେଡ୍‌ ବିରୋଧରେ ଆସିଛି ୧,୨୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ
error: Content is protected !!
Open chat