ଗଞ୍ଜେଇ ଧରିବାକୁ ଯାଇ ଜବତ କଲେ ଦେଢ଼ କୋଟିର ରତ୍ନପଥର: ଜିତେନ୍ଦ୍ରଙ୍କୁ ବାନ୍ଧିଲା ଏସ୍ଟିଏଫ୍
ରାୟଗଡ଼ା,୦୮/୧୨: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ରତ୍ନ ପଥର। ତା ପୁଣି କେଜିଏ କି ଦି କେଜି ନୁହେଁ, ପୂରା ୧୫୧ କେଜି। ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍ କହିଛି। ରାୟଗଡ଼ା ସହରର ଭିଆଇପି ରୋଡ୍ରେ!-->…