ଆଇସିସି କ୍ରିକେଟ୍ ବିଶ୍ବକପ୍ ସୁପର ଲିଗ୍ ; ଅଷ୍ଟ୍ରେଲିଆ ଶୀର୍ଷରେ, ଭାରତ ୬ଷ୍ଠ
କାନ୍ବେରା: ଭାରତ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍କୁ ୨-୧ରେ ଜିତିବା ସହ ଆଇସିସି କ୍ରିକେଟ୍ ବିଶ୍ବକପ୍ ସୁପର ଲିଗ୍ରେ ୪୦ ପଏଣ୍ଟ ହାସଲ କରିଛି ଅଷ୍ଟ୍ରେଲିଆ। ଏହି ୪୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ରହିଛି।
ତେବେ ୩ୟ ଦିନିକିଆକୁ ୧୩ ରନ୍ରେ ଜିତିବା ଯୋଗୁଁ ସୁପର!-->!-->!-->…