୨୦୨୨ ସୁଦ୍ଧା ବିଶ୍ବର ଉଚ୍ଚତମ ରେଳପୋଲ ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଜମ୍ମୁ ଓ କଶ୍ମୀରର ଚେନାବ ନଦୀ ଉପରେ ବିଶ୍ବର ଉଚ୍ଚତମ ରେଳ ପୋଲ ଆସନ୍ତାବର୍ଷ ପ୍ରସ୍ତୁତ ହୋଇଯିବ। ଫଳରେ ୨୦୨୨ ସୁଦ୍ଧା ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟକା ସହ ଭାରତର ବାକି ସବୁ ଅଞ୍ଚଳ ରେଳ ଯୋଗେ ସଂଯୋଗ ହେବ ବୋଲି ରବିବାର ଦିନ ସରକାରୀ!-->…