ଆଜି ଜାତୀୟ କ୍ରୀଡ଼ା ଦିବସ : ମେଜର୍ ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଦିବସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮:ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁଗର ମେଜର୍ ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସରେ ଏହା ପାଳନ କରାଯାଇଆସୁଛି। ମେଜର୍ ଧ୍ୟାନ ଚାନ୍ଦ ସିଂହ ତାଙ୍କର ଯାଦୁକରୀ ଖେଳ ବଳରେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍ରେ ଭାରତ ପାଇଁ ସ୍ବର୍ଣ୍ଣପଦକ ହାସଲ!-->…