ଆଇସିଏମଆର ଦେଲା ଭଲ ଖବର : ଶେଷ ପର୍ଯ୍ୟାୟରେ ଭାରତର ୩ଟି କରୋନା ଟିକାର ମାନବ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ସାରା ବିଶ୍ୱ ମହାମାରୀ କରୋନା ଭାଇରସକୁ ମାତ ଦେଇପାରୁ ଥିବା ଟିକା ବାହାର କରିବାରେ ଲାଗିଛି। ଏହି ଟିକା ବାହାର କରିବା ରେସରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ଭାରତରେ ୩ଟି କରୋନା ଟିକାର ମାନବ ପରୀକ୍ଷଣ ଭିନ୍ନଭିନ୍ନ ଷ୍ଟେଜରେ ରହିଥିବା ଆଜି!-->…