ମାଷ୍ଟରମାଇଣ୍ଡ “ଆଦିଥ ବିଶ୍ୱନାଥ ଗୌରିଶେଟ୍ଟୀ” : ମାତ୍ର ୧ବର୍ଷ ୯ମାସ ବୟସରେ ୫ ରେକର୍ଡର ଅଧିକାରୀ
ହାଇଦ୍ରାବାଦ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ହାଇଦ୍ରାବାଦର ଏକ ବର୍ଷ ଓ ୯ମାସର ଆଦିଥ ବିଶ୍ୱନାଥ ଗୌରିଶେଟ୍ଟୀଙ୍କ ପ୍ରଖର ସ୍ମୃତିଶକ୍ତି ଆଗରେ ବୟସ ହାର୍ ମାନିଛି ।ବହୁତ ଖୁବ୍ କମ୍ । ହେଲେ ଏହି ବୟସରେ ସେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଅବିଶ୍ୱସନୀୟ ମନେ ହୋଇଛି । ଆଉ ସେ!-->…