ଚୀନ୍ : ଜିନଜିଆଙ୍ଗରେ ମସଜିଦ୍ ଭାଙ୍ଗି ନିର୍ମାଣ କରିଦିଆଗଲା ସାର୍ବଜନିକ ଶୌଚାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ବେଜିଂ ୧୮/୦୮ : ଉଇଗୁର ମୁସଲମାନଙ୍କ ପ୍ରତି ଉତ୍ପିଡ଼ନ ନେଇ ଚୀନ୍ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ତେବେ ଜିନଜିଆଙ୍ଗ ପ୍ରାନ୍ତ ଆତୁସ୍ର ଏକ ଘଟଣା ସରକାରଙ୍କ କଠୋର ଇସ୍ଲାମନୀତିକୁ ପଦାରେ ପକାଇଦେଇଛି। ଏଠାରେ ଦୀର୍ଘ ବର୍ଷରୁ ଥିବା ଟୋକୁଲ!-->…