ଖୁବ୍ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି: ସାମ୍ସ ପୋର୍ଟାଲରେ ହେବ ନାମଲେଖା
ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୧-୨୨ ଶିକ୍ଷାବର୍ଷରେ ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ତିନି (ୟୁଜି) ନାମଲେଖା ସାମ୍ସ ଜରିଆରେ ହେବ । ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବ । କିଛି ବିଶ୍ୱବିଦ୍ୟାଳୟ ନିଜର ଯୁକ୍ତ ତିନି ନାମଲେଖା ପରିଚାଳନା କରିଥାନ୍ତି । ଅନ୍ୟ!-->…