ଘରେ ଘରେ ପରିଚିତ ଏମ୍ଡିଏଚ୍ ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟିଙ୍କ ପରଲୋକ
ନୂଆଦିଲ୍ଲୀ: ପ୍ରସିଦ୍ଧ ମସଲା କମ୍ପାନି ଏମ୍ଡିଏଚ୍ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର!-->…