ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ
ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋଜ କୁମାର ପ୍ରଧାନ!-->…