ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ସମସ୍ତଙ୍କୁ ମିଳିବ ମାଗଣା ଟିକା
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଜାରି ରହିବା ସହ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଅନେକ କିଛି ନୂଆ ଘୋଷଣା କରିଛନ୍ତି। ସମସ୍ତ ଦେଶବାସୀଙ୍କୁ ମାଗଣା ଟିକା ମିଳିବ ବୋଲି ମଧ୍ୟ!-->…