ପାକିସ୍ତାନକୁ ଛାଡି ସମସ୍ତ ପଡୋଶୀ ଦେଶଙ୍କୁ କରୋନା ଭ୍ୟାକସିନ୍ ଦେବାରେ ସାହାଯ୍ୟ କରିବ ଭାରତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: କରୋନା ମହାମାରୀର ତାଣ୍ଡବ ଶେଷ ହୋଇନି। ପ୍ରତିଦିନ ଭାରତ ସହ ସାରା ବିଶ୍ବରେ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ପାଇଁ ଭାରତ ପକ୍ଷରୁ ଭ୍ୟାକସିନ୍ ତିଆରି କରିବାର ଉଦ୍ୟମ ଜାରି ରହିଛି। ଏହି ଭ୍ୟାକସିନ୍ ଯୋଜନାର ସୂଚନା ଦେଇ କିଛି!-->…