ଆପଲ୍ ଚାଇନା ଷ୍ଟୋର୍ରୁ ୨୯,୮୦୦ ଆପ୍ ହଟାଇଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮ : ବିଶ୍ବର ପ୍ରତିଷ୍ଠିତ ସୂଚନା-ପ୍ରଯୁକ୍ତି ସଂସ୍ଥା ତଥା ସ୍ମାର୍ଟଫୋନ୍ ନିର୍ମାତା ‘ଆପଲ୍’ ଏହାର ଚାଇନା ଷ୍ଟୋରରୁ ଶନିବାର ୨୯ହଜାର ୮୦୦ ଆପ୍କୁ ହଟାଇ ଦେଇଛି। ସେଥିମଧ୍ୟରେ ୨୬ହଜାରରୁ ଅଧିକ ଗେମ୍ସ ବା ଅନ୍-ଲାଇନ୍ ଖେଳ ରହିଥିବା ପ୍ରକାଶ ।!-->…