ସେରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେସନ୍ ସହ ମିଶି ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁନେ/ବେଙ୍ଗାଲୁରୁ ୦୮/୦୮: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଗାଭି, ଭ୍ୟାକ୍ସିନ୍ ଆଲାଇନ୍ସ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଏକ ନୂଆ ଭାଗିଦାରୀରେ ପ୍ରବେଶ କରିଛି ଯାହା ଭାରତ ଏବଂ କମ୍ ଆୟକାରୀ ଦେଶମାନଙ୍କ ପାଇଁ ୧୦୦ ମିଲିୟନ୍ ଡୋଜ୍!-->…