ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ୩୦ରୁ ୪୫ ଦିନ ମଧ୍ୟରେ କମିପାରେ
ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରେ ଓ ସର୍ଵନିମ୍ନରେ ଦେବଗଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଏକ ପ୍ରକାର ଉର୍ଧ୍ବମୁଖୀ ଥିବା ବେଳେ ପ୍ଲାଜମା ଚିକିତ୍ସାରେ ୫୬୫ ଜଣଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହେବା କରୋନା ମୁକାବିଲା ଦିଗରେ ଆଶା!-->!-->!-->…