ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମିତ ଅଟଳ ରୋହତଙ୍ଗ ସୁଡ଼ଙ୍ଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୮: ହିମାଚଳ ପ୍ରଦେଶ ରୋହତଙ୍ଗ ପାସ୍ ତଳେ ନିର୍ମାଣ ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଅଟଳ ରୋହତଙ୍ଗ ସୁଡ଼ଙ୍ଗ ପ୍ରସ୍ତୁତ ହୋଇଛି | ରଣାଟିନି ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁତ ମହତ୍ଵପୁର୍ଣ | ଏହାକୁ ସୀମା ସଡକ ସଂଗଠନ ଦ୍ୱାରା!-->…