ତୁର୍କୀକୁ ଭାରତର ଚେତାବନୀ: ଭାରତ ବିରୋଧୀ ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରୁହ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: କୌଣସି ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରହିବାକୁ ତୁର୍କୀକୁ ଚେତାବନୀ ଦେଇଛି ଭାରତ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ତୁର୍କୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ଭାରତ ଏପରି ଚେତାବନୀ ଦେଇଛି ।
ଭାରତ!-->!-->!-->!-->!-->…