‘ସୀମି କରଣ’ – ଓଡିଆ ଝିଅ ୟୁପିଏସ୍ସି ପ୍ରାଶାସନିକ ପରୀକ୍ଷାରେ ଦେଶର ସର୍ବକନିଷ୍ଠ ଟପର ହେବାର ଗୌରବ ଆଣିଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୮: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର୍ୟାଙ୍କ୍ ହାସଲ କରିଛନ୍ତି । ସୀମି ଏହି ର୍ୟାଙ୍କ୍ ହାସଲ କରିବାରେ!-->…