Browsing Tag

bcci

ରେକର୍ଡ ସୃଷ୍ଟି କଲା ଆଇପିଏଲ୍-୨୦୨୦ ଉଦ୍‌ଘାଟନୀ ମ୍ୟାଚ୍ : ଦେଖିଲେ ୨୦କୋଟିରୁ ଉର୍ଦ୍ଧ୍ଵ ଦର୍ଶକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଯାହା ଆଶା କରାଯାଉଲା ତାହା ହୋଇଛି। ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଲୋକପ୍ରିୟତାର ସମସ୍ତ ରେକର୍ଡ ଭାଙ୍ଗୁଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରେ ମୁମ୍ବଇ ଓ ଚେନ୍ନଇ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବ…

ଆଇପିଏଲ୍‌ : ଆବୁଧାବିରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତାରେ ବିସିସିଆଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୮:ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ସଂଗରୋଧରେ ଅଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଖୁବ୍‍ ଶୀଘ୍ର ଅଭ୍ୟାସ ପାଇଁ ମଧ୍ୟ ଓହ୍ଲାଇବେ। ଆଇପିଏଲ୍‍ର ୧୩ଶ ସଂସ୍କରଣ…

ୟୁଏଇରେ ଆଇପିଏଲ ଆୟୋଜନକୁ ଭାରତ ସରକାରଙ୍କ ଚୂଡ଼ାନ୍ତ ମଂଜୁରୀ ; ଦୁବାଇ, ସାରଜାହା ଓ ଆବୁଧାବିରେ ଖେଳାଯିବ ଆଇପିଏଲର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା ସୂଚନା ଅନୁସାରେ ଆଇପିଏଲ୍…

ବର୍ଷକ ପାଇଁ ଅଲଗା ହେଲେ ଭିଭୋ – ବିସିସିଆଇ : ଭାରତୀୟ କ୍ରିକେଟ୍ ବୋର୍ଡର ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଘୋଷଣା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ…

ଚୀନ୍‌କୁ ଆଉ ଏକ ଝଟ୍‌କା, ଆଇପିଏଲ୍ ପ୍ରଯୋଜକରୁ ହଟିଲା ଚାଇନିଜ ମୋବାଇଲ କମ୍ପାନୀ “ଭିଭୋ”

ନୂଆଦିଲ୍ଲୀ: ଚୀନ୍ ଉପରେ ଭାରତର ଆଉ ଏକ ଶକ୍ତ ଜିଟିଟାଲ୍ ଝଟକା। ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍…

ମହିଳା ଆଇପିଏଲ ନିଶ୍ଚିତ ଭାବେ ଆୟୋଜନ ହେବ : ସୌରଭ ଗାଙ୍ଗୁଲି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୩/୦୮ : ଏବର୍ଷ ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହା ସହିତ ମହିଳା ଆଇପିଏଲକୁ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ଆଜି ବିସିସିଆଇର…

ଆଇପିଏଲ୍‍ ଭାଷ୍ୟକାର ତାଲିକାରେ ସାମିଲ ପାଇଁ ମାଞ୍ଜ୍ରେକରଙ୍କ ଅନୁରୋଧ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୧/୦୮: ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ ଭାରତୀୟ ବ୍ୟାଟ୍‍ସମ୍ୟାନ ସଞ୍ଜୟ ମାଞ୍ଜ୍ରେକରଙ୍କୁ ତା’ର ଭାଷ୍ୟକାର ପ୍ୟାନେଲରୁ ବାଦ୍‍ ଦେଇଥିଲା ବିସିସିଆଇ। ଭାରତରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ସୀମିତ ଓଭର ସିରିଜ୍‍ ପୂର୍ବରୁ ବିସିସିଆଇ ଏପରି…
error: Content is protected !!
Open chat