କୋଭିଡ୍-୧୯ ସଂକ୍ରମଣ ବ୍ୟାପକତାକୁ କମାଇଦିଏ ବିସିଜି ଟିକା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଟ୍ୟୁବରକଲୋସିସ୍(ଟିବି) ରୋଗ ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍ କାଲମେଟ୍ ଗୁଏରିନ୍) ଟିକା ମହାମାରୀ କୋଭିଡ୍-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଅତି କମ୍ରେ ଏହା ପ୍ରଥମ ୩୦ ଦିନ!-->…