Browsing Tag

before

ବଡ଼ଦାଣ୍ଡରେ ଅଧିଆ ପଡ଼ି ସରକାରଙ୍କ ସଦବୁଦ୍ଧି କାମନା କଲା ବିଜେପି ?

ପୁରୀ/ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବିଧାନସଭାରୁ ଏବେ ବଡ଼ଦାଣ୍ଡ । ସମୟ ପୂର୍ବରୁ ସରିଗଲା ବିଧାନସଭା, ହେଲେ ଚାଲିବ ଲଢେଇ । ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜର ଲଢେଇ ଜାରି ରଖିଛନ୍ତି । ସରକାରଙ୍କ ସଦବୁଦ୍ଧି କାମନା କରି ପୁରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିଛନ୍ତି ବିଜେପି…

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀରେ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲାପାଳ ଓ ଏସପିଙ୍କ…
error: Content is protected !!
Open chat