ଚାକିରି ଦେବା ନାଁରେ ଠକେଇ, ଜାଲିଆତି ଅଭିଯୋଗ ମାମଲା: ଜାମିନ ଖାରଜ ପରେ ଝାରପଡ଼ା ଜେଲ୍ ଗଲେ ପ୍ରଦୀପ
ଭୁବନେଶ୍ୱର,୦୪/୧୨: ଚାରି ଦିନ ତଳେ ଦଳରୁ ତଡ଼ା ଖାଇଥିଲେ ଜନ ବିରୋଧୀ କାର୍ଯ୍ୟ ପାଇଁ । ଗତକାଲି ଗିରଫ ହୋଇଛନ୍ତି। ଅଭିଯୋଗ, ଚାକିରି ଦେବା ନାମରେ ଠକୁଥିଲେ । କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର!-->!-->!-->…