Browsing Tag

Berhampur

ଜାତୀୟସ୍ତରର ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ରାମେଶ୍ବରୀଙ୍କୁ ଦ୍ବିମୁକୁଟ

ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍‌ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ସୁନ୍ଦରୀ ଶ୍ରୀମତି ପ୍ରତିଯୋଗିତା (୬ଷ୍ଠ ମୁମ୍ବାଇ ଗ୍ଲୋବାଲ୍‌ ଇଣ୍ଡିଆ ବିୟୁଟି ପିଜାଣ୍ଟ-୨୦୨୦)ରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁରର ରାମେଶ୍ବରୀ ନନ୍ଦ ଦ୍ବିମୁକୁଟ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍‌ରେ ସାରା…

ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ :  ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଆଜି ସରକାର ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏହି ଅଦଳ ବଦଳ କରିିିିିିିଥିବା ପ୍ରକାଶ। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ…
error: Content is protected !!
Open chat