Browsing Tag

bhubaneswar airport

ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ଲାଗୁ ହେଲା ନୂଆ ଏସ୍ଓପି

ଭୁବନେଶ୍ବର: ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ (ବି.୧.୧.୭) ସଂକ୍ରମଣ ଏବେ ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ବିଦେଶ ଫେରନ୍ତାଙ୍କ ପାଇଁ…

ଭୁବନେଶ୍ବର ବିମାନ ବନ୍ଦରର ହେବ ଘରୋଇକରଣ :ଆଜି କେନ୍ଦ୍ର କ୍ୟାବିନେଟ୍‌ ନେବ ନିଷ୍ପତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୮: ରାଜ୍ୟର ଏକ ମାତ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଦେଶର ୧୨ ବିମାନ ବନ୍ଦରର ଘରୋଇକରଣ ନେଇ କେନ୍ଦ୍ର ସରକାର ରଖିଥିବା ଯୋଜନାର…
error: Content is protected !!
Open chat