ଭୁବନେଶ୍ୱର ମଧ୍ୟ ବିଧାୟକ କରୋନା ପଜିଟିଭ ଚିହ୍ନଟ : ନିଜେ ଟ୍ୱିଟ କରି ସୂଚନା ଦେଲେ ବିଧାୟକ ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପୁଣି ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ହୋମ!-->…