ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ମିଳିବ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା
ଭୁବନେଶ୍ୱର : ଓଡିଶାର ଆଉ ୪ଟି ବ୍ଲୁ ଫ୍ଲାଗ ବିଚ ଖୋଲିବ। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ। ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ୨୦୨୧ ଶେଷ ସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପଦକ!-->…