ଆଜି ପ୍ରକାଶ ପାଇଲା ବିପିୟୁଟି ପରିଚାଳିତ ବି-ଟେକ ଓ ଏମ.ଏସ.ସି. ପରୀକ୍ଷାଫଳ : ପାସହାର ୯୩ ପ୍ରତିଶତ
ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଆଜି ବିପିୟୁଟି ଅଧିନରେ ପରିଚାଳିତ ବି-ଟେକ ଓ ଏମ.ଏସ.ସି. ପରୀକ୍ଷାଫଳ ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିପିୟୁଟି କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ!-->…