ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍-୧୯ ଭାଇରସ୍ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ
ନୂଆଦିଲ୍ଲୀ ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ନିକଟରେ କୋଭିଡ୍ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍!-->…