ବ୍ରାଜିଲ୍ର ପ୍ରାଦେଶିକ ରାଜ୍ୟପାଳଙ୍କ ଆର୍ଥିକ ଦୁର୍ନୀତି :ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ଵାରା ୬୭ ଭାରତୀୟ ବ୍ୟବସାୟୀ ଓ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮: ବ୍ରାଜିଲ୍ର ଅନୁରୋଧକ୍ରମେ ଭାରତରେ ଥିବା ବିଭିନ୍ନ ଭାରତୀୟ ବ୍ୟବସାୟୀ ଏବଂ କମ୍ପାନିର ୬୭ଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିଥିବା କଥା ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି। ବ୍ରାଜିଲ୍ର ଜଣେ!-->…